ଅବକାଶନ Abakāṡana

  • ଦେ. ବି. (ସଂ. ଅବକାଶ) — ଅବକାଶ (ଦେଖ) — Abakāṡa (See)
  • ଦେ. ବି. (ସଂ. ଅବକାଶ) — ନାହିଁ ସୂର୍ଯ୍ୟ, ନାହିଁ ଚନ୍ଦ୍ର ନାହିଁ ଯେ ପବନ ନାହିଁ ଦିବା, ରାତ୍ର, ସନ୍ଧ୍ୟା ଯେ ଅବକାଶନ। ସାରଳାମହାଭାରତ।