ଅବକାଶ ମେକାପ Abakāṡa mekāpa

  • ଦେ. ବି. — ଦେବତାଙ୍କ ''ଅବକାଶ'' କାଳୀନ ବେଶ ଲାଗି ସମୟରେ ବେଶକାରୀ ପୁଷ୍ୟପାଳକ ସେବକଙ୍କୁ ଦେବତାଙ୍କ ବେଶଭୂଷା ଯୋଗାଇବା ସେବକବିଶେଷ — A class of Sebakas or Temple-servant who supply the materials for the dressing of a Deity during the recess periods