ଅବକ୍ତବ୍ୟ Abaktabya

  • ସଂ. ବିଣ. (ଅ+ବକ୍ତବ୍ୟ) — ଅକଥ୍ୟ; କହିବାର ଅଯୋଗ୍ୟ — Unspeakable
  • ସଂ. ବିଣ. (ଅ+ବକ୍ତବ୍ୟ) — ଅଶ୍ଳୀଳ — Obscene
  • ସଂ. ବିଣ. (ଅ+ବକ୍ତବ୍ୟ) — ଅକଥନୀୟ; ଅନିର୍ବଚନୀୟ — Indescribable; unutterable