ଅବକାରି ଆଇନ Abakāri āin

  • ବୈଦେ. ବି (ଫା. ଆବକାରୀ+ଆଇନ୍) — ସରକାରଙ୍କ ପ୍ରବର୍ତ୍ତିତ ମାଦକଦ୍ରବ୍ୟର ତିଆରି, ବିକ୍ରି ଓ କାରବାର ସମ୍ବନ୍ଧୀୟ କଟକଣା ବା ନିୟମାବଳୀ — The Excise act; law regulating to excisable articles