ଅବକଳିବା Abakaḻibā

  • ଦେ. ପଦ୍ୟ. କ୍ରି. (ସଂ. ଅବକଳନ) — କୁତ କରିବା; ଅଟକଳ କରିବା — To estimate
  • ଦେ. ପଦ୍ୟ. କ୍ରି. (ସଂ. ଅବକଳନ) — ଇୟତ୍ତା କରିବା — To fathom; to gauge
  • ଦେ. ପଦ୍ୟ. କ୍ରି. (ସଂ. ଅବକଳନ) — ଅନୁମାନ କରିବା — To guess
  • ଦେ. ପଦ୍ୟ. କ୍ରି. (ସଂ. ଅବକଳନ) — ଗଣିବା — To count