ଅବକର୍ଷଣ Abakarshaṇa
- ସଂ. ବି. (ଅବ=ସ୍ଥାନାନ୍ତରକୁ; ନିମ୍ନକୁ+କୃଷ ଧାତୁ= ଝିଙ୍କିବା+ଭାବ. ଅନ) — ବଳପୂର୍ବକ ଝିଙ୍କିନେବା — Drawing with a pull
- ସଂ. ବି. (ଅବ=ସ୍ଥାନାନ୍ତରକୁ; ନିମ୍ନକୁ+କୃଷ ଧାତୁ= ଝିଙ୍କିବା+ଭାବ. ଅନ) — ଛଡ଼ାଇନେବା — Snatching away
- ସଂ. ବି. (ଅବ=ସ୍ଥାନାନ୍ତରକୁ; ନିମ୍ନକୁ+କୃଷ ଧାତୁ= ଝିଙ୍କିବା+ଭାବ. ଅନ) — ଅଧୋନୟନ; ତଳକୁ ଟାଣିବା — Drawing down; pulling down