ଅବକଳିତ Abakaḻita

  • ସଂ. ବିଣ. (ଅବ+କଳିତ) — ସଂକଳିତ — Compiled
  • ସଂ. ବିଣ. (ଅବ+କଳିତ) — ସଂଗୃହୀତ — Collected
  • ସଂ. ବିଣ. (ଅବ+କଳିତ) — ଜ୍ଞାତ — Known
  • ସଂ. ବିଣ. (ଅବ+କଳିତ) — ଅନୁମାନଦ୍ୱାରା ପୂର୍ବରୁ ନିର୍ଣ୍ଣୀତ; କୁତ ହୋଇଥିବା — Estimated; appraised
  • ସଂ. ବିଣ. (ଅବ+କଳିତ) — ଇୟତ୍ତା କରାଯାଇଥିବା — Gauged
  • ସଂ. ବିଣ. (ଅବ+କଳିତ) — ଦୃଷ୍ଟ — Seen
  • ସଂ. ବିଣ. (ଅବ+କଳିତ) — ବଦ୍ଧ — Bound