ଅଫର୍ Aphar

  • ବୈଦେ. ବି. (ଇଂ. ଅଫ୍ଫର୍) — କୌଣସି ବସ୍ତୁ ଖରିଦ କରିବା ପାଇଁ ଖରିଦଦାରଙ୍କଠାରୁ ମୂଲ୍ୟର ପ୍ରସ୍ତାବ — An offer of a certain price from a prospective purchaser