ଅଫନ୍ଦା Aphandā

  • ଦେ. ବିଣ — ଜୀବିକାହୀନ — Having no means of livelihood
  • ଦେ. ବିଣ — ବେକାର — Unemployed
  • ଦେ. ବିଣ — ଦଉଡ଼ିରେ ଯାହା ଛନ୍ଦା ହୋଇନାହିଁ — Not bound or knotted with a rope
  • ଦେ. ବିଣ — ବେଫିକର — Resourceless