ଅଫଳାକାଂକ୍ଷୀ Aphaḻākāṁkshī

  • ସଂ. ବିଣ. ପୁଂ. — ନିଷ୍କାମ; ଯେ କାର୍ଯ୍ୟ କରି ଫଳ ପାଇଁ ଆଶା ରଖେ ନାହିଁ — Not expecting or hoping for a result or for any beneficial consequence
  • ସଂ. ବିଣ. ପୁଂ. — ଉଦାସୀନ — Indifferent (M.W.)