ଅପ୍ରିୟ Apriya
- ସଂ. ବିଣ. (ଅ+ପ୍ରିୟ) — ଅପ୍ରୀତିକର; (ମନ, ଚକ୍ଷୁ, କର୍ଣ୍ଣାଦିର) ଅରୁଚିକର — Unpleasant; disagreeable
- ସଂ. ବିଣ. (ଅ+ପ୍ରିୟ) — ଅନଭିଳଷିତ — Undesirable
- ସଂ. ବିଣ. (ଅ+ପ୍ରିୟ) — ଅଶୁଭକର; ଅକଲ୍ୟାଣକର — Inauspicious
- ସଂ. ବିଣ. (ଅ+ପ୍ରିୟ) — ଅଶ୍ରଦ୍ଧେୟ — Not liked
- ସଂ. ବିଣ. (ଅ+ପ୍ରିୟ) — କର୍କଶ; କଠୋର — Hard; harsh
- ସଂ. ବିଣ. (ଅ+ପ୍ରିୟ) — ନିଷ୍ଠୁର — Cruel
- ସଂ. ବିଣ. (ଅ+ପ୍ରିୟ) — ଅସୁନ୍ଦର — Not graceful
- ସଂ. ବିଣ. (ଅ+ପ୍ରିୟ) — କୁତ୍ସିତ — Ugly; nasty
- ସଂ. ବି. — ଅଶୁଭ; ଅମଙ୍ଗଳ — Evil
- ସଂ. ବି. — କ୍ଷତି — Harm; injury
- ସଂ. ବି. — ନିନ୍ଦା — Blame