ଅପ୍ରିଓଜନ Apriojana

  • ଗ୍ରା. ବି. (ସଂ. ଅପ୍ରୟୋଜନ) — ପ୍ରୟୋଜନର ଅଭାବ — Absence of necessity
  • ଗ୍ରା. ବିଣ — ଅପ୍ରୟୋଜନୀୟ; ଅନାବଶ୍ୟକ — Unnecessary
  • ଗ୍ରା. ବିଣ — ନିଷ୍ଫଳ — Fruitless
  • ଗ୍ରା. ବିଣ — ବୃଥା — Vain