ଅପ୍ରିୟଭାଷୀ Apriyabhāshī

  • ସଂ. ବିଣ. ପୁଂ. (ଅପ୍ରିୟ+ଭାଷ ଧାତୁ+ଇନ୍ 1 ମା. 1 ବ.) — ଅପ୍ରିୟବାଦୀ; ଯେ କଟୁ କଥା କହେ; କଟୁଭାଷୀ — Speaking harsh words