ଅପ୍ରାମାଣ୍ୟ Aprāmāṇya

  • ସଂ. ବିଣ. (ଅ+ପ୍ରମାଣ+ଯ) — ଅପ୍ରାମାଣିକ (ଦେଖ) — Aprāmāṇika (See)
  • ସଂ. ବିଣ. (ଅ+ପ୍ରମାଣ+ଯ) — ଯାହାକୁ ପ୍ରମାଣିତ କରା ଯାଇ ନ ପାରେ — Unprovable