ଅପ୍ରତୀପ Apratīpa

  • ସଂ. ବିଣ. ପୁଂ. (ଅ+ପ୍ରତୀପ) — ଯେ ଜିଦିଖୋର୍ ନୁହେଁ — Not obstinate (M.W.)
  • ସଂ. ବିଣ. ପୁଂ. (ଅ+ପ୍ରତୀପ) — ପରସ୍ପର ବିରୋଧି ହୀନ — Not contradictorty
  • ସଂ. ବି. (ନାମ) ବିଷ୍ଣୁପୁରାଣୋକ୍ତ ମଗଧର ରାଜାବିଶେଷ — Name of an an ancient king of Magadha