ଅପ୍ରତ୍ୟକ୍ଷ Apratyaksha

  • ସଂ. ବିଣ. (ଅ+ପ୍ରତ୍ୟକ୍ଷ) — ପରୋକ୍ଷ; ଇନ୍ଦ୍ରିୟର ଅଗୋଚର — Imperceptible
  • ସଂ. ବିଣ. (ଅ+ପ୍ରତ୍ୟକ୍ଷ) — ଅତୀନ୍ଦ୍ରୀୟ — Beyond the ken of the senses
  • ସଂ. ବିଣ. (ଅ+ପ୍ରତ୍ୟକ୍ଷ) — ଅଦୃଶ୍ୟ — Invisible
  • ସଂ. ବିଣ. (ଅ+ପ୍ରତ୍ୟକ୍ଷ) — ଗୁପ୍ତ — Hidden
  • ସଂ. ବି — ପ୍ରତ୍ୟକ୍ଷର ଅଭାବ — Want of direct perception