ଅପ୍ରତୁଳ Apratuḻa

  • ସଂ. ବିଣ. (ବହୁବ୍ରୀହ; ଅ=ନାହିଁ+ପ୍ର=ପ୍ରକୃଷ୍ଟ+ତୁଳା =ପରିମାଣ, ସାଦୃଶ୍ୟ ଯାହାର) — ଅପ୍ରଚୁର — Insufficient
  • ସଂ. ବିଣ. (ବହୁବ୍ରୀହ; ଅ=ନାହିଁ+ପ୍ର=ପ୍ରକୃଷ୍ଟ+ତୁଳା =ପରିମାଣ, ସାଦୃଶ୍ୟ ଯାହାର) — ଅନୁପମ — Incomparable
  • ସଂ. ବିଣ. (ବହୁବ୍ରୀହ; ଅ=ନାହିଁ+ପ୍ର=ପ୍ରକୃଷ୍ଟ+ତୁଳା =ପରିମାଣ, ସାଦୃଶ୍ୟ ଯାହାର) — ନଅଣ୍ଟ — Inadequate
  • ସଂ. ବିଣ. (ବହୁବ୍ରୀହ; ଅ=ନାହିଁ+ପ୍ର=ପ୍ରକୃଷ୍ଟ+ତୁଳା =ପରିମାଣ, ସାଦୃଶ୍ୟ ଯାହାର) — ଅପରିମିତ; ବେହଦ୍ଦ୍ — Immeasurable
  • ସଂ. ବି — ଅପ୍ରଚୁରତା — Insufficiency
  • ସଂ. ବି — ଅଭାବ — Want
  • ସଂ. ବି — ଅନାଟନ — Inadequacy
  • ସଂ. ବି — ଅସଙ୍ଗତି — Want of means
  • ସଂ. ବି — ଓଜନର ଅଭାବ — Want of weight (M.W.)