ଅପ୍ରତୀତି Apratīti

  • ସଂ. ବି. (ଅ+ପ୍ରତୀତ) — ଅବିଶ୍ୱାସ; ବିଶ୍ୱାସର ଅଭାବ; ଅନାସ୍ଥା — Want of trust or reliance; incredulity; disbelief
  • ସଂ. ବି. (ଅ+ପ୍ରତୀତ) — ସନ୍ଦେହ — Doubt
  • ସଂ. ବି. (ଅ+ପ୍ରତୀତ) — ମନରେ ଦୃଢ଼ ଧାରଣାର ଅଭାବ — Lack of a distinct notion