ଅପୁଛା Apuchhā
- ପ୍ରାଦେ. (ସମ୍ବଲପୁର)ବି — ଅନାଦର — Disregard
- ପ୍ରାଦେ. (ସମ୍ବଲପୁର)ବି — ଅସମ୍ମାନ — Disrespect
- ଗ୍ରା. ବିଣ (ସଂ. ଅପୃଷ୍ଟ;) — ଅପୃଷ୍ଟ; ଯାହାକୁ କେହି ପଚାରି ନ ଥାଏ — Unasked
- ଗ୍ରା. ବିଣ (ସଂ. ଅପୃଷ୍ଟ;) — ଅନାହୂତ — Uncalled
- ଗ୍ରା. ବିଣ (ସଂ. ଅପୃଷ୍ଟ;) — ଅନନୁରୁଦ୍ଧ — Unrequested
- ଗ୍ରା. ବିଣ (ସଂ. ଅପୃଷ୍ଟ;) — ଅଶଙ୍ଖୁଳା; ଅନିମନ୍ତ୍ରିତ — Uninvited