ଅପୁନର୍ଭବ Apunarbhaba
- ସଂ. ବିଣ. ପୁଂ. (ଅ+ପୁନର୍ଭବ) — ପୁନର୍ଜନ୍ମହୀନ — Exempt from rebirth
- ସଂ. ବିଣ. ପୁଂ. (ଅ+ପୁନର୍ଭବ) — ନିର୍ବାଣମୁକ୍ତିପ୍ରାପ୍ତ; ନିବାଣମୁକ୍ତ — One who attains final salvation from the world
- ବି — ସଂସାରରେ ପୁନର୍ବାର ଜନ୍ମ ନ ହେବା — Final salvation from the world