ଅପୁନରାବୃତି Apunarābṛutti

  • ସଂ. ବି. (ଅ+ପୁନରାବୃତ୍ତି) ପୁନର୍ବାର ଫେରି ନ ଆସିବା — Not coming back
  • ସଂ. ବି. (ଅ+ପୁନରାବୃତ୍ତି) ନିର୍ବାଣ; ମୁକ୍ତି; ମୋକ୍ଷ — Salvation
  • ସଂ. ବିଣ — ପୁନର୍ଜନ୍ମହୀନ — Free from rebirth