ଅପୁତ୍ରିକ Aputrika

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ପୁତ୍ରିକ) — ଯେଉଁ ବ୍ୟକ୍ତିର ବଂଶରକ୍ଷାକାରୀ ପୁତ୍ର ଜନ୍ମଇବାର ଉପଯୁକ୍ତା କନ୍ୟା ନାହିଁ — The father of a daughter not fit to be adopted for producing a son