ଅପାର୍ଥ Apārtha

  • ସଂ. ବିଣ. (ବହୁବ୍ରୀହି; ଅପ=ଅପଗତ+ଅର୍ଥ) — ବ୍ୟର୍ଥ; ବିଫଳ — Fruitless
  • ସଂ. ବିଣ. (ବହୁବ୍ରୀହି; ଅପ=ଅପଗତ+ଅର୍ଥ) — ନିରର୍ଥକ — Meaningless
  • ସଂ. ବିଣ. (ବହୁବ୍ରୀହି; ଅପ=ଅପଗତ+ଅର୍ଥ) — (ଅ+ପାର୍ଥ) ପାର୍ଥ ବା ଅର୍ଜୁନ ଶୂନ୍ୟ (ପୃଥିବୀ) — Deprived of the warrior Arj̄una