ଅପାରଣ Apāraṇa

  • ଦେ. ବି. (ସଂ. ଅ+ପାରଣା) — ଯାହା ପାରଣା ନୁହେ — Non-conclusion of a religious vow
  • ଦେ. ବି. (ସଂ. ଅ+ପାରଣା) — ଜଳା ପାରଣା ଅପାରଣ; ଏ ଆଦି ନିଗମ ବଚନ। ଜଗନ୍ନାଥ, ଭାଗବତ 1 ମ। — ଜଳା ପାରଣା ଅପାରଣ; ଏ ଆଦି ନିଗମ ବଚନ ଜଗନ୍ନାଥ, ଭାଗବତ1ମ