ଅପାରୁଅପାର Apāruapāra

  • ଦେ. ବିଣ. (ସଂ. ଅପାରର ଦ୍ୱିତ୍ୱ; ଅପାର ଅପେକ୍ଷା ମଧ୍ୟ ବେଶି; ତୁଳନା କର—ହଜାରୁହଜାର) — ଅସଂଖ୍ୟ; ବହୁତ — Uncountable
  • ଦେ. ବିଣ. (ସଂ. ଅପାରର ଦ୍ୱିତ୍ୱ; ଅପାର ଅପେକ୍ଷା ମଧ୍ୟ ବେଶି; ତୁଳନା କର—ହଜାରୁହଜାର) — ଅନେକାନେକ; ଅତ୍ୟଧିକ — Multitudinous; too numerous; too much