ଅପାରକାଳ Apārakāḻa
- ସଂ. ବି. (ଅପାର=ଅତ୍ୟଧିକ+କାଳ) ବହୁଦିନ — long time
- ସଂ. ବି. (ଅପାର=ଅତ୍ୟଧିକ+କାଳ) ଉଭା ତାଳ ପୋତା ଶାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ. ଘରଣୀ ଚେତାଳ, ତେବେ ସେ ଘର ଯାଏ ଅପାରକାଳ—ଢଗ।
- ଦେ. ଅ — ବହୁକାଳ ପାଇଁ — For along time
- ଦେ. ଅ — ଏବେ ସାଧୁଙ୍କୁ ସେବା କରି; ଅପାରକାଳ ଦେହ ଧରି। ଜଗନ୍ନାଥ, ଭାଗବତ।