ଅପସ୍ମାର Apsmāra
- ସଂ. ବି—(ଅପ=ବିନଷ୍ଟ+ସ୍ମୃ ଧାତୁ+ଭାବ ଅ. ଯାହାଦ୍ୱାରା ସ୍ମରଣଶକ୍ତି ଲୁପ୍ତ ହୁଏ) — ବାତଜନିତ ମୂର୍ଚ୍ଛା। ରୋଗ — Epilepsy
- ସଂ. ବି—(ଅପ=ବିନଷ୍ଟ+ସ୍ମୃ ଧାତୁ+ଭାବ ଅ. ଯାହାଦ୍ୱାରା ସ୍ମରଣଶକ୍ତି ଲୁପ୍ତ ହୁଏ) — (କାବ୍ୟାଳଙ୍କାର) ଭୂତାଦିର ଆବେଶଜନ୍ୟ ମନର ବିକଳତା; ମୂର୍ଛା; (କମ୍ପ, ଘର୍ମ, ଫେନ ଓ ଲାଳ ଏହାର ଜ୍ଞାପକ) — Fit of a person possessed by a ghost
- ସଂ. ବି—(ଅପ=ବିନଷ୍ଟ+ସ୍ମୃ ଧାତୁ+ଭାବ ଅ. ଯାହାଦ୍ୱାରା ସ୍ମରଣଶକ୍ତି ଲୁପ୍ତ ହୁଏ) — ଯୋଷାପସ୍ମାର — Hysteria
- ସଂ. ବି—(ଅପ=ବିନଷ୍ଟ+ସ୍ମୃ ଧାତୁ+ଭାବ ଅ. ଯାହାଦ୍ୱାରା ସ୍ମରଣଶକ୍ତି ଲୁପ୍ତ ହୁଏ) — ନିର୍ବେଦ, ଜଡ଼ତା, ମୋହ ଆଦି ତେତିଶ ଗୋଟି ସଞ୍ଚାରୀ ଭାବରୁ ଏକତମ — One of the 33 mental conditions of sentiments