ଅପସ୍ନାତ Apasnāta
- ସଂ. ବିଣ (ଅପ=ଅମଙ୍ଗଳ+ସ୍ନା ଧାତୁ=ସ୍ନାନ କରିବା+ କର୍ତ୍ତୃ. କ) — ମୃତ୍ୟୁ ପରେ ସ୍ନାତ; ସ୍ନାତ ହୋଇଥିବା (ମୃତ ଦେହ) — (dead body) Washed
- ସଂ. ବିଣ (ଅପ=ଅମଙ୍ଗଳ+ସ୍ନା ଧାତୁ=ସ୍ନାନ କରିବା+ କର୍ତ୍ତୃ. କ) — ଅଶୌଚ ପରେ ସ୍ନାତ — Bathed for the purpose of purification after funerals