ଅପସାରିତ Apasārita

  • ସଂ. ବିଣ. (ଅପ=ଦୂରକୁ+ସୃ ଧାତୁ ଣିଚ୍=ସାରି+କର୍ମ ତ) — ଘୁଞ୍ଚାଇ ଦିଆଯାଇଥିବା — Removed
  • ସଂ. ବିଣ. (ଅପ=ଦୂରକୁ+ସୃ ଧାତୁ ଣିଚ୍=ସାରି+କର୍ମ ତ) — ଦୂରୀକୃତ — Driven away
  • ସଂ. ବିଣ. (ଅପ=ଦୂରକୁ+ସୃ ଧାତୁ ଣିଚ୍=ସାରି+କର୍ମ ତ) — ସ୍ଥାନାନ୍ତରକୁ ନୀତ — Withdrawn