ଅପସ୍ନାନ Apasnāna

  • ସଂ. ବି (ଅପ+ସ୍ନା ଧାତୁ=ସ୍ନାନ କରିବା+ଭାବ. ଅନ) — ଅଶୌଚାନ୍ତେ ସ୍ନାନ — Bath for the Purpose of purification after funerals
  • ସଂ. ବି (ଅପ+ସ୍ନା ଧାତୁ=ସ୍ନାନ କରିବା+ଭାବ. ଅନ) — ଦାହ ପୂର୍ବରୁ ଶବର ସ୍ନାନ — Bath of a dead body before cremation