ଅପହତ Apahata

  • ସଂ. ବିଣ (ଅପ+ହନ୍ ଧାତୁ+କର୍ମ. ତ) — ଅପନୀତ; ଅପସାରିତ — Removed; taken away
  • ସଂ. ବିଣ (ଅପ+ହନ୍ ଧାତୁ+କର୍ମ. ତ) — ବିନଷ୍ଟ — Distroyed
  • ସଂ. ବିଣ (ଅପ+ହନ୍ ଧାତୁ+କର୍ମ. ତ) — ନିହତ — Murdered; killed