ଅପରପକ୍ଷ Aparapaksha
- ସଂ. ବି. (ଅପର=ଶେଷ+ପକ୍ଷ=ମାସାର୍ଦ୍ଧ) — କୃଷ୍ଣପକ୍ଷ — The dark fortnight of a month
- ସଂ. ବି. (ଅପର=ଶେଷ+ପକ୍ଷ=ମାସାର୍ଦ୍ଧ) — ପିତୃପକ୍ଷ (ଆଶ୍ୱିନ-କୃଷ୍ଣପକ୍ଷ; ଏ ପକ୍ଷରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ।) — Specially the dark fortnight of the month Āswina in which ablutions are offered to the manes of the departed ancestors