ଅପରତ୍ର

  • ସଂ. କ୍ରି. ବିଣ (ଅପର=ଅନ୍ୟ+କାଳାର୍ଥ ବା ସ୍ଥାନାର୍ଥ ତ୍ର) — ପରକାଳରେ ବା ପରଲୋକରେ — In the next world
  • ସଂ. କ୍ରି. ବିଣ (ଅପର=ଅନ୍ୟ+କାଳାର୍ଥ ବା ସ୍ଥାନାର୍ଥ ତ୍ର) — ଅନ୍ୟ ସ୍ଥାନରେ — At another place
  • ସଂ. କ୍ରି. ବିଣ (ଅପର=ଅନ୍ୟ+କାଳାର୍ଥ ବା ସ୍ଥାନାର୍ଥ ତ୍ର) — ଅନ୍ୟ ସ୍ଥାନକୁ — To another place