ଅପରତି Aparati

  • ସଂ. ବି. (ଅପ=ପଶ୍ଚାତ୍+ରମ ଧାତୁ=ପ୍ରବୃତ୍ତ ହେବା+ ଭାବ. ତି) — ବିରତି; ନିବୃତ୍ତି — cessation