ଅନୁଲେପନ Anulepana
- ସଂ. ବି. (ଅନୁ+ଲିପ ଧାତୁ+ଭାବ. ଅନ) — ଗନ୍ଧଦ୍ରବ୍ୟାଦିର ପ୍ରୟୋଗ ବା ଲେପନ — Act of anointing or applying paste
- ସଂ. ବି. (ଅନୁ+ଲିପ ଧାତୁ+ଭାବ. ଅନ) — ବୋଳିବା — Besmearing
- ସଂ. ବି. (ଅନୁ+ଲିପ ଧାତୁ+ଭାବ. ଅନ) — ପ୍ରଲେପନାର୍ଥ ଚନ୍ଦନାଦି ଲେପନ ଦ୍ରବ୍ୟ — Onitment; paste