ଅନୁରୋଧରେ Anurodhare
- ଦେ. ତ୍ରି. ବିଣ. (ଅନ୍ୟ ଶବ୍ଦ ପରେ ବ୍ୟବହୃତ) — ଅନ୍ୟ ଦ୍ୱାରା ବା ଘଟନାରେ ବାଧ୍ୟ ହୋଇ — Being bound by any thing; being under the necessity or pressure of
- ଦେ. ତ୍ରି. ବିଣ. (ଅନ୍ୟ ଶବ୍ଦ ପରେ ବ୍ୟବହୃତ) — (ଯଥା—କାର୍ଯ୍ୟର ଅନୁରୋଧରେ; ବନ୍ଧୁତାର ଅନୁରୋଧରେ; କର୍ତ୍ତବ୍ୟର ଅନୁରୋଧରେ।)