ଅନୁଲୋମବିବାହ Anulomabibāha

  • ସଂ. ବି — ଯେଉଁ ବିବାହରେ ଉଚ୍ଚ ବର୍ଣ୍ଣର (ଯଥା; ବ୍ରାହ୍ମଣ) ପୁରୁଷ ନିମ୍ନ ବର୍ଣ୍ଣର (ଯଥା; କ୍ଷତ୍ରିୟ; ବୈଶ୍ୟାଦି) କନ୍ୟାକୁ ବିବାହ କରେ — A kind of marriage in which a man of a superior caste marries a girl of an inferior caste