ଅନୁଲିପ୍ତ Anulipta

  • ସଂ. ବି. (ଅନୁ=ପଶ୍ଚାତ୍+ଲିପ ଧାତୁ=ଲେପିବା+ କର୍ମ. ତ) — ଯାହା ଦେହରେ ଚନ୍ଦନାଦି ସୁବାସ ଲେପନ କରାଯାଇଅଛି; କୃତାନୁଲେପନ; ରଞ୍ଜିତ; ରଙ୍ଗ ବୋଳା ଯାଇଥିବା — Anointed or besmeared with perfumes