ଅନୁମିତ Anumita
- ସଂ. ବିଣ (ଅନୁ+ମା ଧାତୁ+କର୍ମ. ତ) — ଯେଉଁ ବିଷୟକୁ ଅନୁମାନ କରା ଯାଇଅଛି — (matter) Inferred; guessed; conjectured
- ସଂ. ବିଣ (ଅନୁ+ମା ଧାତୁ+କର୍ମ. ତ) — ହେତୁଦ୍ୱାରା ନିଶ୍ଚିତ — Concluded
- ସଂ. ବିଣ (ଅନୁ+ମା ଧାତୁ+କର୍ମ. ତ) — ଅନୁମାନଦ୍ୱାରା ସ୍ଥିରୀକୃତ — Deduced
- ସଂ. ବିଣ (ଅନୁ+ମା ଧାତୁ+କର୍ମ. ତ) — କଳ୍ପିତ — Imagined