ଅନୁମୋଦନ Anumodana

  • ସଂ. ବି (ଅନୁ+ମୃ ଧାତୁ=ହର୍ଷ ପ୍ରକାଶ କରିବା — ଭାବ. ଅନ) — ଆହ୍ଲାଦପ୍ରକାଶପୂର୍ବକ ସମ୍ମତି — The act of consenting gladly; hearty consent
  • ସଂ. ବି (ଅନୁ+ମୃ ଧାତୁ=ହର୍ଷ ପ୍ରକାଶ କରିବା — ଭାବ. ଅନ) — ଉଚିତ ବୋଲି ସ୍ୱୀକାର କରିବା — Approval
  • ସଂ. ବି (ଅନୁ+ମୃ ଧାତୁ=ହର୍ଷ ପ୍ରକାଶ କରିବା — ଭାବ. ଅନ) — ପ୍ରବର୍ତ୍ତନ — The act of persuading
  • ସଂ. ବି (ଅନୁ+ମୃ ଧାତୁ=ହର୍ଷ ପ୍ରକାଶ କରିବା — ଭାବ. ଅନ) — ସମ୍ମତି କରିବା; ସମର୍ଥନ — Assent