ଅନୁମିତି Anumiti

  • ସଂ. ବି (ଅନୁ+ମା ଧାତୁ+ଭାବ. ତି) — ଅନୁମାନଜନ୍ୟ ଜ୍ଞାନ — The faculty of interence
  • ସଂ. ବି (ଅନୁ+ମା ଧାତୁ+ଭାବ. ତି) — ଅନୁମାନକରଣ — Act of drawing inference
  • ସଂ. ବି (ଅନୁ+ମା ଧାତୁ+ଭାବ. ତି) — (ନ୍ୟାୟଶାସ୍ତ୍ର) କଳ୍ପନା ବା ଅନୁମାନଦ୍ୱାରା ଜାତ ଅନୁଭବ — ବିଶେଷ—. Deduction by inference