ଅନୁମାନିବା Anumānibā

  • ଗ୍ରା. ପଦ୍ୟ କ୍ରି. — ଅନୁମାନ କରିବା — To guess
  • ଗ୍ରା. ପଦ୍ୟ କ୍ରି. — ଭାବ ଦେଖି ଅଙ୍ଗ ଗ୍ଳାନି ଅନୁମାନି / ସଖିଏ ଛାଡ଼ିଲେ ଅନ୍ତଃପୁରେ ଆଣି। ରାଧାନାଥ, ନନ୍ଦିକେଶ୍ୱରୀ।