ଅନୁକାର Anukāra

  • ସଂ. ବି. (ଅନୁ=ସଦୃଶ+କୃ ଧାତୁ=କରିବା+ଅ) — ସମତା — Similarity
  • ସଂ. ବି. (ଅନୁ=ସଦୃଶ+କୃ ଧାତୁ=କରିବା+ଅ) — ଐକ୍ୟ — Resemblance
  • ସଂ. ବି. (ଅନୁ=ସଦୃଶ+କୃ ଧାତୁ=କରିବା+ଅ) — ଅନୁକରଣ — Copying; imitation