ଅନୁକୂଳ କରିବା Anukūḻa karibā
- ଦେ. କ୍ରୀ. — କୌଣସି ଶୁଭକାର୍ଯ୍ୟର ଆରମ୍ଭ କରିବା — To begin any good work
- ଦେ. କ୍ରୀ. — ବିଦେଶ ଯାତ୍ରା ଆରମ୍ଭ କରିବା; ବାହାରିବା — To begin a journey
- ଦେ. କ୍ରୀ. — ବନକୁ ଯିବାକୁ ସେ ଅନୁକୂଳ କଲେ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରୀ. — ଯେକୌଣସି କାର୍ଯ୍ୟ ଆରମ୍ଭ କରିବା — To begin any work