ଅନାଳାପ Anāḻāpa
- ସଂ. ବି. (ନଞ ତତ୍; ନ+ଆଳାପ) — ଲୋକଙ୍କ ସଙ୍ଗେ ନ ମିଶିବା — Reserve
- ସଂ. ବି. (ନଞ ତତ୍; ନ+ଆଳାପ) — ମୌନ; କଥା ନ କହିବା — Taciturnity
- ସଂ. ବିଣ. ପୁଂ — ମୌନୀ — Taciturn
- ସଂ. ବିଣ. ପୁଂ — ଯେ ଲୋକଙ୍କ ସଙ୍ଗେ ମିଶେ ନାହିଁ — Reserved
- ସଂ. ବିଣ. ପୁଂ — ଯେ ଗପେ ନାହିଁ — Not talkative