ଅନାଶ୍ରମୀ Anāṡramī

  • ସଂ. ବି. ପୁଂ (ନ+ଆଶ୍ରମିନ୍; 1 ମା. 1 ବ.) — ଦ୍ୱିଜାତି— ଙ୍କର ଚାରି ଆଶ୍ରମକୁ ଯେଉଁ ବ୍ୟକ୍ତି ପାଳେ ନାହିଁ — One who does not follow the four religious orders which the twice-born are enjoined to observe