ଅନାଲୋଚିତ Anālochita

  • ସଂ. ବିଣ (ନ+ଆଲୋଚିତ) — ଅସମାଲୋଚିତ — Not criticised
  • ସଂ. ବିଣ (ନ+ଆଲୋଚିତ) — ଯାହା ଆଲୋଚିତ ହୋଇ ନାହିଁ — Undiscussed
  • ସଂ. ବିଣ (ନ+ଆଲୋଚିତ) — ଅବିବେଚିତ — Not considered