ଅନାଳାପୀ Anāḻāpī

  • ଦେ. ବିଣ. (ସଂ. ଅନାଳାପ) — ଯେ ମେଳାପୀ ନୁହେ; ଯେ ଅନ୍ୟମାନଙ୍କ ସଙ୍ଗେ ମିଳାମିଶା କରିବାକୁ ସୁଖ ପାଏ ନାହିଁ — Unsociable; not affable; reserved