ଅନାର୍ଷ Anārsha

  • ସଂ. ବିଣ. (ନ+ଆର୍ଷ) — ଯାହା ଋଷିସମ୍ବନ୍ଧୀୟ ନୁହେ — Not relating to a Sage
  • ସଂ. ବିଣ. (ନ+ଆର୍ଷ) — ଯାହା ବୈଦିକ ସ୍ତବସମ୍ବନ୍ଧୀୟ ନୁହେ — Not relating to a Vedic hymn
  • ସଂ. ବିଣ. (ନ+ଆର୍ଷ) — ଋଷିଙ୍କ ପ୍ରତି ପ୍ରଯୁକ୍ତ ହୋଇ ନ ଥିବା — Not applied to a Sage