ଅନାର୍ୟ୍ୟ Anārj̄ya
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଅଭଦ୍ର — Uncivil
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଅସାଧୁ — Dishonest
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଅସତ୍କୁଳପ୍ରସୂତ — Base-born; low-born
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଅଶ୍ରେଷ୍ଠ — Ignoble
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଅସଭ୍ୟ — Uncivilized
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଘୃଣ୍ୟ — Despicable
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଇତର — Vulgar
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ନିକୃଷ୍ଟ — Inferior
- ସଂ. ବିଣ. ପୁଂ. (ନ+ଆର୍ୟ୍ୟ) — ଆର୍ୟ୍ୟହୀନ — Destitute of Aryans
- ସଂ. ବି — ଯେ ଆର୍ୟ୍ୟ ନୁହେଁ — A Non-Aryan
- ସଂ. ବି — [ଦ୍ର—ଏମାନେ ଆର୍ୟ୍ୟମାନଙ୍କ ଆଗମନପୂର୍ବରୁ ଭାରତରେ ଥିଲେ। ଏମାନେ ଭାରତର ଆଦିମ ଅଧିବାସୀ। ଆର୍ୟ୍ୟମାନେ ଏମାନଙ୍କୁ ପାହାଡ଼ ଓ ଜଙ୍ଗଲକୁ ତଡ଼ି ଭାରତରେ ବସତି କଲେ। ଗଡ଼ଜାତବାସୀ କନ୍ଧ, କୋହ୍ଲ, ସାନ୍ତାଳ, ଭୂମିଜ, ଗଣ୍ଡ, ଶବର, ପାଣ, କଣ୍ଡରା ଓ ଗଞ୍ଜାମ ଏବଂ ବିଶାଖାପାଟଣା ମାଳଅଞ୍ଚଳବାସୀ ପରଜା, କୋୟା, ଗଡ଼ବା, କଣ୍ଡା, ଗୋଣ୍ଡୀମାନେ ଅନାର୍ୟ୍ୟ।]
- ସଂ. ବି — ମ୍ଳେଚ୍ଛ; ବର୍ବର — Barbarians